Couverture de Eithu Arambha

Eithu Arambha

Aperçu

Bénéficiez gratuitement de Standard pendant 30 jours

5,99 €/mois après la période d’essai. Annulation possible à tout moment
Essayez pour 0,00 €
Plus d'options d'achat

Eithu Arambha

De : ଗୌରହରି ଦାସ
Lu par : Hrudananda Sahoo
Essayez pour 0,00 €

Renouvellement automatique à 5,99 €/mois après 30 jours. Annulation possible chaque mois.

Acheter pour 12,99 €

Acheter pour 12,99 €

ଉର୍ବଶୀ ପଚାରିଲା, 'ଆଜି ଏ ରାତିର କଥା ତମର ମନେରହିବ ପୁଲକ?' ପୁଲକ ଉତ୍ତର ଦେଲା, 'ସବୁଦିନେ!' ଉର୍ବଶୀ ପଚାରିଲା, 'ତୁମ ସହ ମୋର ସମ୍ପର୍କକୁ କେଉଁ ପରିଭାଷା ଦେବି?' ପୁଲକ କହିଲା, 'ନିର୍ଦ୍ଦିଷ୍ଟ ପରିଭାଷାର ଖୋଳପା ପିନ୍ଧାଇଦେଲେ ସମ୍ପର୍କ ଛୋଟ ହେଇଯାଏ! ବନ୍ଧୁ, ସ୍ୱାମୀ, ପ୍ରେମିକ, ପୁଅ, ଭାଇ - ଯାହା ବି କହିଲେ ପୁରୁଷର ନାରୀ ସହ ସମ୍ପର୍କ ଖୁବ ସୀମିତ ହୋଇଯାଏ! ଏହା ବାହାରେ ତ ସମ୍ପର୍କର ବିସ୍ତୀର୍ଣ୍ଣ ଆଲିଙ୍ଗନ ତଥାପି ରହିଛି! ତୁମେ ଆମର ସମ୍ପର୍କକୁ କିଛି ପରିଭାଷା ନଦେଲେ ବେଶୀ ଭଲ ହେବ!' ପୁଲକ ଆଉ ଉର୍ବଶୀଙ୍କ ଏମିତି ଏକ ପ୍ରେମଭରା କଥୋପକଥନ ପରେ କଣ ହେଲା ସେମାନଙ୍କର? ଶୁଣନ୍ତୁ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ମନଛୁଆଁ ଉପନ୍ୟାସ 'ଏଇଠୁ ଆରମ୍ଭ'...©2021 Storyside IN (P)2021 Storyside IN Fiction
adbl_web_anon_alc_button_suppression_t1
Aucun commentaire pour le moment