Couverture de Shakti

Shakti

Aperçu

Bénéficiez gratuitement de Standard pendant 30 jours

5,99 €/mois après la période d’essai. Annulation possible à tout moment
Essayez pour 0,00 €
Plus d'options d'achat

Shakti

De : ମୃଣାଳ
Lu par : Mrunal
Essayez pour 0,00 €

Renouvellement automatique à 5,99 € mois après 30 jours. Annulation possible chaque mois.

Acheter pour 14,99 €

Acheter pour 14,99 €

À propos de ce contenu audio

କଳ୍ପବିଜ୍ଞାନ ଢାଞ୍ଚାରେ ରଚିତ ମୃଣାଳଙ୍କ ଅନ୍ୟତମ ସଫଳ ଉପନ୍ୟାସ ହେଉଛି 'ଶକ୍ତି'! ସୁଖପାଠ୍ୟ ଏହି ଉପନ୍ୟାସରେ ଅବକ୍ଷୟଗ୍ରସ୍ତ ସମାଜ ପ୍ରତି ତୀବ୍ର କଟାକ୍ଷ ସହିତ ମଣିଷର ମୌଳିକ ସହନଶକ୍ତି ଓ ସଂଗ୍ରାମର ଚିତ୍ର ଖୁବ ନିଖୁଣ ଭାବେ ପ୍ରଦର୍ଶିତ! ଶକ୍ତିର ବିଭିନ୍ନ ରୂପ, ବିଭବ ଓ ପ୍ରଭାବକୁ କଥାକାର ଖୁବ ରୋଚକ ଢଙ୍ଗରେ ଉପସ୍ଥାପନ କରିଛନ୍ତି! କେବଳ ଆଜି ପାଇଁ ନୁହେଁ, ଏହା ଭବିଷ୍ୟତର ସମାଜବ୍ୟବସ୍ଥା ପାଇଁ ମଧ୍ୟ ଏକ ଦିଗବାରେଣୀ! ମଣିଷ ଭିତରେ ଥିବା ଦେବତା ଓ ଦାନବଙ୍କ ଅହରହ ଚାଲିଥିବା ଏକ ଯୁଦ୍ଧର ଧାରାବିବରଣୀ ହେଉଛି 'ଶକ୍ତି'; ଶୁଣନ୍ତୁ ଖୋଦ ଲେଖକଙ୍କ ସ୍ୱରରେ...©2021 Storyside IN (P)2021 Storyside IN Fiction
adbl_web_anon_alc_button_suppression_c
Aucun commentaire pour le moment