Couverture de Dadan

Dadan

Aperçu

Bénéficiez gratuitement de Standard pendant 30 jours

5,99 €/mois après la période d’essai. Annulation possible à tout moment
Essayez pour 0,00 €
Plus d'options d'achat

Dadan

De : ସରୋଜିନୀ ସାହୁ
Lu par : Sradhanjali Panigrahi
Essayez pour 0,00 €

Renouvellement automatique à 5,99 €/mois après 30 jours. Annulation possible chaque mois.

Acheter pour 12,99 €

Acheter pour 12,99 €

ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଡ. ସରୋଜିନୀ ସାହୁ ଜଣେ ବହୁପଠିତ ଭାରତୀୟ ଲେଖିକା, ଯାହାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଭାରତ ଓ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ଖୁବ ପାଠକୀୟ ଆଦୃତି ଲାଭକରିଛି! 'ଦାଦନ' ତାଙ୍କର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସ, ଯେଉଁଥିରେ ସେ ଶିକ୍ଷିତ ବେକାରମାନଙ୍କୁ ସରକାରୀ ଦାଦନ କର୍ମଚାରୀ ଭାବେ ଚିତ୍ରିତ କରିଛନ୍ତି! ସାମ୍ପ୍ରତିକ ଯୁବସମାଜର ସ୍ୱପ୍ନ, ସମ୍ପର୍କ, ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ 'ଦାଦନ' ଏକ ଚମତ୍କାର ଉପନ୍ୟାସ! ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ଏହି ଉପନ୍ୟାସ...©2021 Storyside IN (P)2021 Storyside IN Fiction
adbl_web_anon_alc_button_suppression_t1
Aucun commentaire pour le moment