Couverture de Sati

Sati

Aperçu

Bénéficiez gratuitement de Standard pendant 30 jours

5,99 €/mois après la période d’essai. Annulation possible à tout moment
Essayez pour 0,00 €
Plus d'options d'achat

Sati

De : ସଦାନନ୍ଦ ତ୍ରିପାଠୀ
Lu par : Narayan Mohanty
Essayez pour 0,00 €

Renouvellement automatique à 5,99 €/mois après 30 jours. Annulation possible chaque mois.

Acheter pour 14,99 €

Acheter pour 14,99 €

ଜୀବନ ସ୍ପନ୍ଦନର କାହାଣୀ 'ସତୀ'। ଅନୁଭୂତିର ବର୍ଣ୍ଣନାରେ, ଚରିତ୍ରର ଉପସ୍ଥାପନାରେ ବିଶେଷତା ଯୋଗୁଁ 'ସତୀ' ପୁସ୍ତକଟି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଅସାମାନ୍ୟ କ୍ଷମତା ଓ ପ୍ରତିଭାର ପରିଚୟ ଦିଏ। ପ୍ରଥମରୁ ବୁଝିହୁଏ ଗାଳ୍ପିକ ଗଳ୍ପ କହିଜାଣନ୍ତି ଏବଂ ସେ ଗଳ୍ପମାୟା ବି ବିଭ୍ରମ ନୁହେଁ। ତାହା ସମକାଳର ପ୍ରେକ୍ଷାପଟରେ ସ୍ଥାନିତ ଯେକୌଣସି ନାରୀ ପୁରୁଷର ଜୀବନ ସ୍ପନ୍ଦନ। 'ସତୀ'ର ପ୍ରତିଟି ଗଳ୍ପରେ ପ୍ରବାହିତ ଏକ ଶାଣିତ ଅଥଚ ମଧୁର ବ୍ୟଙ୍ଗର ଧାରା, ଯାହା ପାଠକର ଚେତନାକୁ ସ୍ପର୍ଶ କରେ, ଉଦବେଳିତ କରେ, ମାତ୍ର ମୋଟେ ପୀଡ଼ିତ କରେନା। ସମକାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତିତ ପରିସ୍ଥିତିରେ ମଣିଷର ନୈତିକ ଅଧଃପତନ, ଅସହାୟତା, ଦୈନ୍ୟ, ଭୀରୁତା, ବ୍ୟର୍ଥତା, ବିଷାଦ ଓ ବେଦନାର ଚିତ୍ର କାହାଣୀଗୁଡ଼ିକରେ ସ୍ୱାଭାବିକ, ବାସ୍ତବ, ବଳିଷ୍ଠ ଓ ବର୍ଣ୍ଣମୟ।©2021 Storyside IN (P)2021 Storyside IN Fiction
adbl_web_anon_alc_button_suppression_c
Aucun commentaire pour le moment