Cover of Kabira Samaya

Kabira Samaya

Sample

Get 30 days of Standard free

€5.99/mo after trial. Cancel monthly.
Try for €0.00
More purchase options

Kabira Samaya

By: ସଦାନନ୍ଦ ତ୍ରିପାଠୀ
Narrated by: Nalinikanta Biswal
Try for €0.00

€5.99 a month after 30 days. Cancel anytime.

Buy Now for €12.74

Buy Now for €12.74

Season's Savings | 0.99 €/month for 3 months

5.99 €/month thereafter - terms apply. Cancel monthly.
ସମକାଳୀନ ଓଡ଼ିଆ ସାହିତ୍ୟରେ କଥାକାର ସଦାନନ୍ଦ ତ୍ରିପାଠୀ ଜଣେ ଦକ୍ଷ ଶିଳ୍ପୀ। ଅନୁଭବର ଗଭୀରତା ଓ ଅନୁଶୀଳନର ନିଷ୍ଠା ଯୋଗୁଁ ତାଙ୍କର ଗଳ୍ପଗୁଡ଼ିକ ସୁଗଠିତ, ସୁପାଠ୍ୟ ଓ ସୁସଂସ୍କୃତ। କାହାଣୀ ଗଢ଼ାରେ ନିଜସ୍ୱ ମୌଳିକ କାରିଗରୀ ଓ ଚରିତ୍ର ଚିତ୍ରଣରେ ବିଶ୍ୱସନୀୟତା ତାଙ୍କ ଗଳ୍ପକୁ କ୍ଲାସିକ୍ ପର୍ଯ୍ୟାୟକୁ ନେଇଥାଏ। ‘ସତୀ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ତ୍ରିପାଠୀଙ୍କ ଏହି ‘କବିର ସମୟ’ ସଂକଳନଟି ଏକ ଚମତ୍କାର ପରିକଳ୍ପନା; ଯେଉଁଥିରେ ସେ ‘କବି’କୁ କେନ୍ଦ୍ରରେ ରଖି ଅନେକଗୁଡ଼ିଏ ମନଛୁଆଁ ଗଳ୍ପ ଖଂଜିଛନ୍ତି। ନଳିନୀକାନ୍ତ ବିଶ୍ୱାଳଙ୍କ କଣ୍ଠରେ ଆସନ୍ତୁ ଶୁଣିବା... Anthologies & Short Stories
adbl_web_anon_alc_button_suppression_t1
No reviews yet