Cover of Tea Break

Tea Break

Sample
Season's Savings

0.99 €/mo for 3 months

Auto-renews at 5.99 €/month after 3 months. Cancel monthly.
Get this deal
Offer ends on 28 December, 2026.
More purchase options

Tea Break

By: ପ୍ରକାଶ ମହାପାତ୍ର
Narrated by: Shrikant Gautam
Get this deal

Auto-renews at 5.99 €/month after 3 months. Cancel monthly. Offer ends 28 December, 2026.

Buy Now for €13.59

Buy Now for €13.59

Season's Savings | 0.99 €/month for 3 months

5.99 €/month thereafter - terms apply. Cancel monthly.
Summary
ସୋସିଆଲ ମିଡିଆରେ ଛୋଟଛୋଟ ମଜାଦାର ଅଥଚ ଗୁରୁତ୍ୱପୂର୍ଣ୍ଣ କଥା ଲେଖି ଚର୍ଚ୍ଚା ସାଉଁଟିଥିବା ଜଣେ ଆଗଧାଡିର କଥାକାର ହେଉଛନ୍ତି ପ୍ରକାଶ ମହାପାତ୍ର! ଗଳ୍ପ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରକାଶ ମହାପାତ୍ରଙ୍କ କଥାସବୁରେ ଥାଏ କୁହୁକ ଆକର୍ଷଣ, ଯାହା ପାଠକକୁ ନିମିଷକେ ବାନ୍ଧିନିଏ ଓ ଅଜଣା ଚେତନା-ଜଗତକୁ ନେଇଯାଏ! ସ୍ୱଭାବରେ ଆରଣ୍ୟକ ଓ ମାତାଲ, ଚେତନାରେ ନଦୀର ପ୍ରବାହମାନତା, ଭାବରେ ପାଗଳର ତନ୍ମୟତା, ଆଚରଣରେ କବିର ବେହିସାବିପଣ- ଏସବୁକୁ ନେଇ ଗଢ଼ା ପ୍ରକାଶ ମହାପାତ୍ରଙ୍କ ଏଇ ଲେଖାଗୁଡିକ ବି ଅଦ୍ଭୁତ ଭାବେ ଆକର୍ଷଣୀୟ ଓ ଜୀବନ୍ତ... ଶୁଣି ଦେଖନ୍ତୁ ସିନେଅଭିନେତା ଶ୍ରୀକାନ୍ତ ଗୌତମଙ୍କ କଣ୍ଠରେ... Philosophy Social Sciences
adbl_web_anon_alc_button_suppression_t1
No reviews yet